ଭୋ Bho

  • ଦେ. ବି—(ସଂ. ବ୍ୟୂହ) — ପ୍ରାଚୀନ ମନ୍ଦିରର ଭିତ୍ତି ଗାତ୍ରରେ ଉତ୍କୀର୍ଣ୍ଣ ଚିତ୍ରବିଶେଷ — Pictures like coat of arms engraved on the walls of ancient temples
  • ଅ. — (ସମ୍ବୋଧନ) ହେ; ଆହେ; ହୋ; ଆହେ
  • ଅ. — [ଉ—ଏ ହରି ଚରିତ ବର୍ଣ୍ଣନ, ଭୋ ମୁନି ସାବଧାନେ ଶୁଣ। ଜଗନ୍ନାଥ. ଭାଗବତ।]
  • ଦେ. ଅ — (ଧ୍ୱନ୍ୟନୁକରଣ) ଭୋ ଭା (ଦେଖ) — Bho bhā (See)