ଭୋଦୈବା, ଭୋଦୈବି Bhoda̲i̱b(ā)i
- ଦେ. କ୍ରି. ବିଣ — କେବେ; କିମିତି; ଅକାଳେ ସକାଳେ — Untimely and at irregular intervals
- ଦେ. କ୍ରି. ବିଣ — ଦୈବାତ୍; ଅକସ୍ମାତ୍ — Accidentally
- ଦେ. କ୍ରି. ବିଣ — କ୍ୱଚିତ୍; କଦାଚିତ୍ — Scarcely
- ଦେ. କ୍ରି. ବିଣ — ଅନିୟମିତରୂପେ ଓ ଅତି ଅଳ୍ପ ଥର — At times; few and far between
- ଦେ. କ୍ରି. ବିଣ — (ଯଥା— ମୁଁ ଭୋଦେବା କଲିକତା ଯାଏଁ।)