ଭୋଦୁଅ ଫୁଟା Bhodua phutā

  • ପ୍ରାଦେ. (ଗଡ଼ଜାତ) ବି — ଶୂଦ୍ରଘରର ଯୁବତୀ କନ୍ୟାମାନେ ଭାଦ୍ର ମାସରେ ଶାଶୂଘରୁ ବାପ ଘରକୁ ଆସିବା — The coming back of a Ṡūdra daughter-in-law to her father's house from the house of her father-in-law during the month of Bhādra