ଭୋଜ୍ୟାତ୍ମକ Bhojyātmaka

  • ସଂ. ବିଣ (ଭୋଜ୍ୟ+ଆତ୍ମନ୍+କ) — ଭୋଜ୍ୟ ବା ଖାଦ୍ୟଦ୍ରବ୍ୟ ସମ୍ବନ୍ଧୀୟ — 2. Relating to food
  • ସଂ. ବିଣ (ଭୋଜ୍ୟ+ଆତ୍ମନ୍+କ) — ଭୋଜ୍ୟୋତ୍ସର୍ଗ ସମ୍ବନ୍ଧୀୟ — Relating to the offering of victuals to a Brāhmaṇa