ଭୋଜ ବାଜି Bhoja bāji

  • ଦେ. ବି — ବାଜିଗରି; ଭେଳକୀ; କୁହୁକ; ଦୃଷ୍ଟିର ଭ୍ରମଜନକ ଖେଳ — Legerdemain; feats of jugglery
  • ଦେ. ବି — (ଉ—ଦେଖି ଦେଖି ଗତିପଥେ ଏହିପରି ନାନା, ଅଦ୍ଭୁତ ପରିବର୍ତ୍ତନ ଭୋଜବାଜି ପ୍ରାୟ। ଚିନ୍ତାମଣି. ବିକ୍ରମାଦିତ୍ୟ ।)
  • ଦେ. ବି — ମାୟା — Illusion