ଭୋଗ Bhoga
- ସଂ. ବି (ଭୁଜ୍ ଧାତୁ=ଖାଇବା, ଭୋଗ କରିବା+କର୍ମ. ଅ) — ସୁଖର କିମ୍ବା ଦୁଃଖର ଅନୁଭୂତି — Experience of pleasure or pain; enjoyment of pleasure or suffering from pain
- ସଂ. ବି (ଭୁଜ୍ ଧାତୁ=ଖାଇବା, ଭୋଗ କରିବା+କର୍ମ. ଅ) — ଉପଭୋଗ — Enjoyment
- ସଂ. ବି (ଭୁଜ୍ ଧାତୁ=ଖାଇବା, ଭୋଗ କରିବା+କର୍ମ. ଅ) — ଭୋଜନ; ଭକ୍ଷଣ — Eating
- ସଂ. ବି (ଭୁଜ୍ ଧାତୁ=ଖାଇବା, ଭୋଗ କରିବା+କର୍ମ. ଅ) — ଧନାଦି ଉପଭୋଗଜନିତ ସୁଖ — Worldly happiness
- ସଂ. ବି (ଭୁଜ୍ ଧାତୁ=ଖାଇବା, ଭୋଗ କରିବା+କର୍ମ. ଅ) — ସୁଖ; ବିଳାସ — Luxury
- ସଂ. ବି (ଭୁଜ୍ ଧାତୁ=ଖାଇବା, ଭୋଗ କରିବା+କର୍ମ. ଅ) — ଧନ; ଐଶ୍ୱର୍ଯ୍ୟ — Riches; prosperity
- ସଂ. ବି (ଭୁଜ୍ ଧାତୁ=ଖାଇବା, ଭୋଗ କରିବା+କର୍ମ. ଅ) — ଅଧିକାର — Possession
- ସଂ. ବି (ଭୁଜ୍ ଧାତୁ=ଖାଇବା, ଭୋଗ କରିବା+କର୍ମ. ଅ) — ଦେବତାଙ୍କ ଉଦ୍ଦେଶ୍ୟରେ ନିବେଦିତ ଭୋଜ୍ୟ ଦ୍ରବ୍ୟ; ନୈବେଦ୍ୟ — Food offered to a Deity; offering
- ସଂ. ବି (ଭୁଜ୍ ଧାତୁ=ଖାଇବା, ଭୋଗ କରିବା+କର୍ମ. ଅ) — [ଦ୍ର—ଦେବତାଙ୍କୁ ନୈବେଦ୍ୟ ସମର୍ପିତ ହେବା ପରେ ନିବେଦିତ ବସ୍ତୁକୁ ଭୋଗ ବୋଲାଯାଏ ଓ ଭୋଗ ହେବା ପୂର୍ବରୁ ତାକୁ ଅମୁଣିଆ ବୋଲାଯାଏ]
- ସଂ. ବି (ଭୁଜ୍ ଧାତୁ=ଖାଇବା, ଭୋଗ କରିବା+କର୍ମ. ଅ) — ଭୋଜ୍ୟ ବସ୍ତୁ — Food
- ସଂ. ବି (ଭୁଜ୍ ଧାତୁ=ଖାଇବା, ଭୋଗ କରିବା+କର୍ମ. ଅ) — ସାପ — Serpent
- ସଂ. ବି (ଭୁଜ୍ ଧାତୁ=ଖାଇବା, ଭୋଗ କରିବା+କର୍ମ. ଅ) — ସର୍ପ ଫଣା — Serpent's hood