ଭୋଗ କରିବା Bhoga karibā

  • ଦେ. କ୍ରି — ଉପଭୋଗ କରିବା — To enjoy
  • ଦେ. କ୍ରି — ରମଣ କରିବା — To cohabit
  • ଦେ. କ୍ରି — (ଉ—ମୁଁ ତ ତାର ଭଗିନୀ ମୋତେ ଲଘିଂ କରି। ତୁମ୍ଭଙ୍କୁ କି ଭୋଗ କରିବ ବଳେ ଧରି। କୃଷ୍ଣସିଂହ. ମହାଭାରତ. ବିରାଟ।)
  • ଦେ. କ୍ରି — ନିଜେ ଅନୁଭବରେ ଆଣିବା — To experience; to undergo, to go through an experience
  • ଦେ. କ୍ରି — ନୈବେଦ୍ୟ ଅର୍ପଣ କରିବା — To offer food to a Deity
  • ଦେ. କ୍ରି — ସହିବା — To bear; to suffer