ଭୋଗ ଚଢ଼େଇବା Bhoga chaṟḍ̠heibā

  • ଦେ. କ୍ରି — ଦେବତାଙ୍କ ଉପରେ (ଯଥା— କାଶୀରେ ବିଶ୍ୱନାଥଙ୍କ ଓ ଅନ୍ନପୂର୍ଣ୍ଣାଙ୍କ ଉପରେ) ନୈବେଦ୍ୟ ବସ୍ତୁ ଅର୍ପଣ କରିବା — To offer offerings to a Deity by putting the articles over the Deity (as is done is Benares)