ଭୋଗାବଳୀ Bhogābaḻī
- ସଂ. ବି. (ଭୋଗ+ଅବଳୀ=ଶ୍ରେଣୀ) — ନାନା— ବିଧ ଭୋଗ — Various enjoyments
- ସଂ. ବି. (ଭୋଗ+ଅବଳୀ=ଶ୍ରେଣୀ) — ସ୍ତୁତି; ପ୍ରଶଂସା — Praise; eulogy
- ସଂ. ବି. (ଭୋଗ+ଅବଳୀ=ଶ୍ରେଣୀ) — ନାଗ—ପୁରୀ — The city of the mythological serpents
- ସଂ. ବି. (ଭୋଗ+ଅବଳୀ=ଶ୍ରେଣୀ) — ଭାଟର ସ୍ତୁତି — The panegyric of a professional encomiast (Apte)