ଭୋଗସ୍ଥାନ Bhoga sthāna

  • ସଂ. ବି — ପାର୍ଥିବ ସୁଖଭୋଗର ଆଧାର (ଅର୍ଥାତ୍ ଶରୀର) — The material body
  • ସଂ. ବି — ଇନ୍ଦ୍ରିୟସେବାର ସ୍ଥାନ — Place for sensual enjoyment
  • ସଂ. ବି — ଅନ୍ତଃପୁର — The harem