ଭୋଗମୂର୍ତ୍ତି Bhogamūrtti

  • ସଂ. ବି — ବଡ଼ ବଡ଼ ଦେବତାଙ୍କର ଚଳନ୍ତି ପ୍ରତିମା (ଯଥା— ମହାଦେବଙ୍କର ଚନ୍ଦ୍ରଶେଖର ଓ ଜଗନ୍ନାଥଙ୍କର ମଦନମୋହନ) — Removable images of immovable idols