ଭୋକ୍ତବ୍ୟ Bhoktabya

  • ସଂ. ବିଣ (ଭୁଜ୍ ଧାତୁ+କର୍ମ. ତବ୍ୟ) — ଭକ୍ଷିତବ୍ୟ — Eatable
  • ସଂ. ବିଣ (ଭୁଜ୍ ଧାତୁ+କର୍ମ. ତବ୍ୟ) — ଉପଭୁକ୍ତ ହେବାର ଯୋଗ୍ୟ — Enjoyable