ଭୋକ ବିକଳ Bhoka bikaḻa

  • ଦେ. ବି—(ସଂ. ବୁଭୁକ୍ଷା+ବ୍ୟାକୁଳ) — କ୍ଷୁଧାର ଜ୍ୱାଳା; କ୍ଷୁଧାଦ୍ୱାରା ଆକ୍ରାନ୍ତ ହେବାର କଷ୍ଟ — Panges of hunger
  • ଦେ. ବି—(ସଂ. ବୁଭୁକ୍ଷା+ବ୍ୟାକୁଳ) — (ଉ—ଭୋକ ବିକଳରେ ତାଟିଆ କାମୁଡ଼ିବା। ଢଗ।)