ଭୋକ ବାଉଳା Bhoka bāuḻā

  • ଦେ. ବି—(ସଂ. ବୁଭୁକ୍ଷା+ବ୍ୟାକୁଳ; ବାତୁଳ) — କ୍ଷୁଧାଜନିତ ବାତୁଳତା ବା ହିତାହିତ ଜ୍ଞାନର ଲୋପ — Madness due to hunger
  • ଦେ. ବିଣ. ପୁଂ — ଭୋକ ବାଉଳିଆ (ଦେଖ) — Bhoka bāuḻiā (See)