ଭୈଷଜ Bha̲i̱shaja
- ସଂ. ବି—(ଭିଷଜ୍+ଅ) — ଔଷଧ — Medicine
- ସଂ. ବି—(ଭିଷଜ୍+ଅ) — ଚିକିତ୍ସା — Medical treatment
- ସଂ. ବି—(ଭିଷଜ୍+ଅ) — ଭିଷକ୍ ପୁତ୍ର — The son of a physician
- ସଂ. ବି—(ଭିଷଜ୍+ଅ) — ଲାବ ପକ୍ଷୀ (ହି. ଶ) — The quail (bird) (Apte)
- ସଂ. ବି—(ଭିଷଜ୍+ଅ) — ବୈଦ୍ୟଙ୍କ ଶିଷ୍ୟ ବା ଛାତ୍ର (ହି. ଶ) — A disciple or student of a physician