ଭୈଷଜ୍ୟ Bha̲i̱shajya

  • ସଂ. ବି—(ଭେଷଜ+ଯ) — ଆୟୁର୍ବେଦୀୟ ଚିକିତ୍ସକ — A physician
  • ସଂ. ବି—(ଭେଷଜ+ଯ) — ଔଷଧ — Medicine
  • ସଂ. ବି—(ଭେଷଜ+ଯ) — ଔଷଧର ଉପକରଣ — Materials or herbs used in medicine
  • ସଂ. ବି—(ଭେଷଜ+ଯ) — ଚିକିତ୍ସା — Medical treatment (Apte)
  • ସଂ. ବି—(ଭେଷଜ+ଯ) — ଔଷଧାଦିର ରୋଗମୁକ୍ତ କରିବା ଗୁଣ — Curativeness; healing power (Apte)