ଭୈକ୍ଷ ଚର୍ୟ୍ୟ Bha̲i̱ksha charj̄ya
- ସଂ. ବି (ଭୈକ୍ଷ+ଚର୍ ଧାତୁ+ଭାବ. ଅ;+ଅ) — ଭିକ୍ଷାବୃତ୍ତି ଅବଲମ୍ବନ — Living by begging; taking to alms; beggary
- ସଂ. ବି (ଭୈକ୍ଷ+ଚର୍ ଧାତୁ+ଭାବ. ଅ;+ଅ) — ଦ୍ୱାରେ ଦ୍ୱାରେ ଭିକ୍ଷା ମାଗି ବୁଲିବା — Going about from door to door begging alms (Apte)