ଭେଶ୍ରିଆ Bheṡ-riā

  • ପ୍ରାଦେ. (ସମ୍ବଲପୁର) ବିଣ. ପୁଂ (ସଂ. ଭ୍ରେଷ=ଅନ୍ଯାୟ; ଦୋଷ; କୁପଥ ଗମନ; (ଆପ୍ତେ) — ଅଶ୍ଳୀଳ — Vulgar; indecent
  • ପ୍ରାଦେ. (ସମ୍ବଲପୁର) ବିଣ. ପୁଂ (ସଂ. ଭ୍ରେଷ=ଅନ୍ଯାୟ; ଦୋଷ; କୁପଥ ଗମନ; (ଆପ୍ତେ) — ନିର୍ଲଜ୍ଜ — Shameless