ଭେଶେଡ଼ା, ଭେଶେରା Bheṡe(ḍā)rā

  • ଦେ. ବିଣ. ପୁଂ (ସଂ. ଭ୍ରଷ୍ଟ) — କଦର୍ଯ୍ୟ; କୁତ୍ସିତ — Ugly
  • ଦେ. ବିଣ. ପୁଂ (ସଂ. ଭ୍ରଷ୍ଟ) — ମଳିଆ — Slovenly; slatternly
  • ଦେ. ବିଣ. ପୁଂ (ସଂ. ଭ୍ରଷ୍ଟ) — ଭେରେଶା; ନିର୍ଲଜ୍ଜ; ନିଲଠା — Shameless
  • ଦେ. ବିଣ. ପୁଂ (ସଂ. ଭ୍ରଷ୍ଟ) — ଅଶ୍ଳୀଳ — Indecent