ଭେଶର Bheṡara

  • ପ୍ରାଦେ. (ଗଞ୍ଜାମ) ବି — ବେଶର ଗୁଣା — A kind of ornament for nose
  • ପ୍ରାଦେ. (ଗଞ୍ଜାମ) ବି — (ଉ—ମଣ୍ଡିଲା କନ୍ଦର୍ପ ନିଜ କେତୁର, କି ସୁନ୍ଦର ନାସାପୁଟ ଭେଶର। ଭଞ୍ଜ. ଲାବଣ୍ୟବତୀ।)