ଭେଳା ଭେଳା Bheḻā bheḻā
- ଦେ. କ୍ରି. ବିଣ — ପଞ୍ଝା ପଞ୍ଝା ହୋଇ — In groups; in shoals
- ଦେ. କ୍ରି. ବିଣ — (ଉ—ଚାଲ ଯାଗ କୁଣ୍ଡେ ପଡ଼ିବା ଭେଳା ଭେଳା। କୃଷ୍ଣସିଂହ. ମହାଭାରତ. ଆଦି।)
- ଦେ. କ୍ରି. ବିଣ — ପଲ ପଲ; ବହୁ ସଂଖ୍ୟକ — In herds
- ଦେ. କ୍ରି. ବିଣ — (ଯଥା—ତଳମାଳ ନଈରେ କୁମ୍ଭୀର ଗୁଡ଼ାକ ଭେଳା ଭେଳା ହେଉଥାଆନ୍ତି।)