ଭେଳା ବାନ୍ଧିବା Bheḻā bāndhibā
- ଦେ. କ୍ରି — ନଦୀଆଦି ପାରିହେବା ପାଇଁ ଭେଳା ତିଆରି କରିବା — To make a raft
- ଦେ. କ୍ରି — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ ସାଧନାର୍ଥ କୌଣସି ଉପାୟ ଅବଲମ୍ବନ କରିବା — (figurative) To pursue or have recourse to a means to accomplish an object
- ଦେ. କ୍ରି — (ଉ—ହରି ନାମକୁ ବାନ୍ଧିଥିବୁ ଭେଳା। ଢଗ।)