ଭେଳକି ହେବା Bheḻaki hebā

  • ଦେ. କ୍ରି — ମୁଗ୍ଧ ହେବା; ମୋହିତ ହେବା — To be enchanted
  • ଦେ. କ୍ରି — ଧନ୍ଦକି ହେବା; ହତବୁଦ୍ଧି ହେବା — To be bewildered or puzzled