ଭେଳକା କରିବା Bheḻakā karibā

  • ଦେ. କ୍ରି — କିଂକର୍ତ୍ତବ୍ଯବିମୂଢ଼ କରିବା; ହତ— ବୁଦ୍ଧି କରିବା — To bewilder
  • ଦେ. କ୍ରି — ମନ୍ତ୍ରମୁଗ୍ଧ କରିବା — To enchant
  • ଦେ. କ୍ରି — ଛାନିଆ କରିଦେବା — To frighten a person out of his wits