ଭେଲେଇ ଆମ୍ବ Bhelei āmba

  • ଦେ. ବି — ଏକପ୍ରକାର ବଡ଼ଆମ୍ବ — A species of mango, generally, big in size
  • ଦେ. ବି — [ଦ୍ର—ବେଲ ପତ୍ରକୁ ଛେଚିଲେ ଯେଉଁ ଗନ୍ଧ ହୁଏ, ଏହି ଜାତୀୟ ଆମ୍ବର ସେହିପରି ଗନ୍ଧ ହେବାରୁ ଉକ୍ତ ନାମ ଦିଆ ଯାଇଅଛି।]