ଭେରଣ୍ଡା Bheraṇḍā
- ଦେ. ବି (ସଂ. ଏରଣ୍ଡ) — ଗବଗଛ — The castor oil plant
- ଦେ. ବି (ସଂ. ଏରଣ୍ଡ) — (ସଂ. ଫେରୁ) ଅଣ୍ଡିରା ବିଲୁଆ — A he-jackal
- ଦେ. ବି (ସଂ. ଏରଣ୍ଡ) — ହିଂସ୍ରଜନ୍ତୁ — Ferocious animal
- ପ୍ରାଦେ. (ଗଡ଼ଜାତ) ବି — ରାତିରେ ବିକଟ ସ୍ୱର କରିବା ଅମଙ୍ଗଳସୂଚକ ପକ୍ଷୀବିଶେଷ — A bird whose screeching at night forebodes evil