ଭେଦୁଆ ପୁରେଇବା Bheduā pureibā

  • ଦେ. କ୍ରି — ଗୁପ୍ତଚର ଦ୍ୱାରା ଅନୁସନ୍ଧାନ କରାଇବା — To have an investigation made through a spy
  • ଦେ. କ୍ରି — କୌଣସି ବ୍ଯକ୍ତିର ଆଚରଣାଦି ପ୍ରତି ଗୁପ୍ତ ଭାବରେ ଦୃଷ୍ଟିଦେବା ପାଇଁ ଗୁପ୍ତଚର ନିଯୁକ୍ତ କରିବା — To employ a spy to watch the movements of a person