ଭେଦନ Bhedana
- ସଂ. ବି (ଭିଦ୍ ଧାତୁ+ଭାବ. ଅନ) — ଭେଦକରଣ — Act of separating or dividing
- ସଂ. ବି (ଭିଦ୍ ଧାତୁ+ଭାବ. ଅନ) — ବିଦାରଣ; ଚିରିବା — Piercing
- ସଂ. ବି (ଭିଦ୍ ଧାତୁ+ଭାବ. ଅନ) — ବେଧନ; ଫୋଡ଼ିବା — Boring; piercing
- ସଂ. ବି (ଭିଦ୍ ଧାତୁ+ଭାବ. ଅନ) — ଝାଡ଼ା କରାଇବା — Purging
- ସଂ. ବି (ଭିଦ୍ ଧାତୁ+ଭାବ. ଅନ) — (+କର୍ତ୍ତୃ. ଅନ; ଯେ ଭୂମିକୁ ତାଡ଼େ) ଶୂକର — Hog
- ସଂ. ବି (ଭିଦ୍ ଧାତୁ+ଭାବ. ଅନ) — (ଯାହା ତରଳ ଝାଡ଼ା କରାଏ)— ହେଙ୍ଗୁ — Asafoetida