ଭେଦ ହେବା Bheda hebā
- ଦେ. କ୍ରି — ଫାଟି ଯିବା; ଛିନ୍ନ ଭିନ୍ନ ହେବା — To give way; to crack
- ଦେ. କ୍ରି — [ଉ—ସେ ଶୂନ୍ଯ ଅଣ୍ଡ ଭେଦ ହୋଇ, ତହୁଁ ଜନମ ଭାବଗ୍ରାହୀ। ଯଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମ ଗୀତା।]
- ଦେ. ବି — ଦେହ ଭେଦ ହେବା; ପ୍ରସୂତିର ସନ୍ତାନ ଜନନ ପୂର୍ବରୁ ପ୍ରଥମ ଜଳ ସ୍ରାବ ହେବା — Primary watery discharge from the uterus before delivery