ଭେଦ କାଢ଼ିବା Bheda kaṟḍẖ ibā

  • ଦେ. କ୍ରି — ରହସ୍ୟ ଉଦ୍ଘାଟନ କରିବା — To find out or unravel the secret of a matter
  • ଦେ. କ୍ରି — ଗୁପ୍ତ ବିଷୟ ବାହାରେ ପ୍ରକାଶ କରିବା — To publish a secret