ଭେଦ କରିବା Bheda karibā

  • ଦେ. କ୍ରି — ବିଦାରଣ କରିବା; ଚିରିବା — To pierce; to spilt up
  • ଦେ. କ୍ରି — ଫୋଡ଼ିବା — To penetrate; to bore
  • ଦେ. କ୍ରି — ପୃଥକ୍ କରିବା — To separate
  • ଦେ. କ୍ରି — ଦୁଇ ଜଣଙ୍କ ମଧ୍ୟରେ କଳି ମନୋମାଳିନ୍ୟ ଜନ୍ମାଇବା — To sow seeds of dissension between two persons