ଭେଣ୍ଡିଆ ମର୍ଦ୍ଦନ Bheṇḍiā marddana

  • ପ୍ରାଦେ. (ଗଡ଼ଜାତ) ବି — ବୃକ୍ଷବିଶେଷ — Name of a tree
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର— ଏହି ବୃକ୍ଷ ଅତ୍ୟନ୍ତ ମୋଟ ଓ ଉଚ୍ଚରେ ବଢ଼େ। ଏଥିରେ ବାଘରା ମହୁ ଫେଣା କରନ୍ତି। ଏହାର ପଟାରେ ନାହା ତିଆରି ହୁଏ।]