ଭେଣ୍ଡା ପଣ Bheṇdā paṇa

  • ଦେ. ବି — ଯୁବକତ୍ୱ — Youth; the state of being a youngman; youthfulness
  • ଦେ. ବି — (ଉ—ସହଦେବ ତୁଲରେ କୃପାଚାର୍ଯ୍ୟ ରଣ, କଲେ ବୁଢ଼ାକାଳେ ଦେଖାଇ ଭେଣ୍ଡା ପଣ। କୃଷ୍ଣସିଂହ. ମହାଭାରତ. ଭୀଷ୍ମ।)