ଭେଟେ ଭେଟେ Bheṭe bheṭe

  • ଦେ. କ୍ରି. ବିଣ — ପ୍ରତି ଥର ସାକ୍ଷାତ ହେଲାବେଳେ — At every meeting
  • ଦେ. କ୍ରି. ବିଣ — [ଉ—ସଂଶୟ ଏହି, ଭେଟେ ଭେଟେ ଚାଟକୁ କାହୁଁ ବଚନ ଭିଆଇବି। ଭଞ୍ଜ. ପ୍ରେମସୁଧାନିଧି।]