ଭେଟାଇବା Bheṭāibā
- ଦେ. କ୍ରି — ଦୁଇ ଜଣଙ୍କର ଭେଟ ବା ମିଳନ କରାଇବା — To bring about an interview between two persons
- ଦେ. କ୍ରି — (ଉ—ସେହିକ୍ଷଣି ଆସି ଋଷିଙ୍କି ଘେନିଗଲେ, ନୃପ ଜନ୍ମେଜୟ ଛାମୁରେ ଭେଟାଇଲେ। କୃଷ୍ଣସିଂହ. ମହାଭାରତ. ଆଦି।)
- ଦେ. କ୍ରି — ପର ପୁରୁଷ ନିକଟରେ ପର ସ୍ତ୍ରୀ ଆଣି ପହଞ୍ଚାଇବା — To pander
- ଦେ. କ୍ରି — ଯଥେଷ୍ଟ ହେବା; ଅଣ୍ଟିବା — To suffice; to be sufficient
- ଦେ. କ୍ରି — (ଯଥା—ନୂଆ ଚାଉଳ ଭାତ ପୁରୁଣା ଚାଉଳ ଭାତ ପରି ଭେଟାଏ ନାହିଁ।)