ଭେଟ ଦ୍ରବ୍ୟ Bheṭa drabya

  • ଦେ. ବି — ଭେଟି (ଦେଖ) — Bheṭi (See)
  • ଦେ. ବି — (ଉ— ଯଜ୍ଞେ ଦୁର୍ଯ୍ୟୋଧନ କୋଷାଧ୍ୟକ୍ଷ ହୋଇଥିଲେ, ନୃପେ ଭେଟ ଦ୍ରବ୍ୟ ଆଣି ତାଙ୍କ ପାଶେ ଦେଲେ। କୃଷ୍ଣସିଂହ. ମହାଭାରତ. ଆଦି।)