ଭେଜି କରିବା Bheji karibā

  • ପ୍ରାଦେ. (ସମ୍ବଲପୁର) କ୍ରି — ଗ୍ରାମ ଦେବତାଙ୍କ ନିକଟରେ ବୁକା (ବୋଦା) ବଳି ଦେଇ (ସେହି ଗ୍ରାମବାସୀ— ମାନେ) ଉକ୍ତ ମାଂସ ଆପଣା ମଧ୍ୟରେ ବଣ୍ଟନ କରିବା — To distribute amongst the villagers the meat of a goat or sheep sacrificed to the village Goddess