ଭେଖ ଧାରୀ Bhekhadhārī
- ଦେ. ବିଣ. ପୁଂ (ସଂ. ବେଶଧାରୀ) — ବେଶ ପିନ୍ଧି— ଥିବା — Wearing a dress; dressed
- ଦେ. ବିଣ. ପୁଂ (ସଂ. ବେଶଧାରୀ) — ଛଦ୍ମ ବେଶଧାରୀ — Masked
- ଦେ. ବିଣ. ପୁଂ (ସଂ. ବେଶଧାରୀ) — (ଉ—କେହି ବିଷ ଦାନେ ଗୁପତ ମାରଣେ, ଧର୍ମ ଭେକଧାରୀ କେହୁ ଗୈରିକ ବସନେ। ରାଧାନାଥ. ମହାଯାତ୍ରା।)
- ଦେ. ବିଣ. ପୁଂ (ସଂ. ବେଶଧାରୀ) — କପଟାଚାରୀ — Hypocritical
- ଦେ. ବି — ବୈଷ୍ଣବ — Ba̲i̱shṇaba
- ଦେ. ବି — (ଉ— ତୁଳସୀର ପତର ଯେ ଅଟେ ପୁଣ ସରି, ସାନ ବଡ଼ ନ କରିବ ଯେତେ ଭେକଧାରୀ। ପ୍ରାଚୀ. ଶ୍ରୀ ଗୁରୁଭକ୍ତି ଗୀତା।)