ଭେକ ମାରିବା Bheka māribā

  • ଦେ. କ୍ରି — ଦାନା ମାରିବା; ଦାନାରେ ଧୂଳି ଦେବା; କୌଣସି ବ୍ଯକ୍ତିର ଜୀବିକା ନିର୍ବାହର ଉପାୟ ବନ୍ଦ କରି ଦେବା — To deprive a person of the means of his livelihood