ଭେକ ଘେନିବା Bheka ghenibā
- ଦେ. କ୍ରି — କୌଣସି ବିଶିଷ୍ଟ ବେଶ ଧାରଣ କରିବା; ବେଶ ପିନ୍ଧିବା — To put on a special dress
- ଦେ. କ୍ରି — ଗୁରୁଙ୍କଠାରୁ ମନ୍ତ୍ର ଗ୍ରହଣ ସମୟରେ ଡୋର କୌପୁନି ଆଦି ଗ୍ରହଣ କରି ବୈଷ୍ଣବ ହେବା — To be converted to Ba̲i̱shṇabism by taking the garb (a string for the waist and a strip of cloth to cover the privities and a string of rosaries) from the preceptor at the initiation
- ଦେ. କ୍ରି — (ଉ—ଗ୍ରାମର ବୁଢ଼ା ଭଳିଆ ଦଶ ବାର ଜଣ ତନ୍ତୀ ଭେକ ନେବାର କଥା ହେଲାଣି। ଫକିରମୋହନ—ଛମାଣ ଆଠଗୁଣ୍ଠ।)