ଭୃତିଜୀବୀ Bṛutijībī

  • ସଂ. ବିଣ. ପୁଂ (ଭୃତି+ଜୀବ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ବେତନଗ୍ରାହୀ — Salaried
  • ସଂ. ବିଣ. ପୁଂ (ଭୃତି+ଜୀବ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ବୃତ୍ତି— ଭୋଗୀ — Enjoying a grant or allowance for maintenance