ଭୃଙ୍ଗରାଜ Bhṛuṅgarāja

  • ସଂ. ବି — କଳା ଭଅଁର — The black bee
  • ସଂ. ବି — ଭ୍ରମର ଶ୍ରେଷ୍ଠ — A big humble bee
  • ସଂ. ବି — ବଡ଼ କଜଳପାତୀ ଜାତୀୟ ଭୀମରାଜ ପକ୍ଷୀ — The large racket-tailed black drongo
  • ସଂ. ବି — ଯଜ୍ଞବିଶେଷ — Name of a vedic sacrifice
  • ସଂ. ବି — ଗନ୍ଧସ୍ୱାଦବିହୀନ ଶାକବିଶେଷ [ଦ୍ର—ଏହା କେଶବର୍ଦ୍ଧକ ଓ କେଶର ହିତକର (ଅନ୍ଯ ସଂ. ନାମ କେଶରାଜ, କେଶ୍ୟ, କୁନ୍ତଳବର୍ଦ୍ଧକ) କେଶରଦା; କେଶଦୁଦୁରା ଗୁଳ୍ମ (ଏହା ଆର୍ଦ୍ର ସ୍ଥାନମାନଙ୍କରେ ଜନ୍ମେ) — Wedelia Calendulacea (a herb) Verbesina Scandens
  • ସଂ. ବି — ଏକପ୍ରକାର ଗୁଳ୍ମ — Spilanthes Oleracia (plant)