ଭୃଙ୍ଗମୋହୀ Bhṛuṇgamohī

  • ସଂ. ବି (ଭୃଙ୍ଗ+ମୁହ, ଧାତୁ+କର୍ତ୍ତୃ; ଇନ୍; 1 ମା. 1 ବ — ଚମ୍ପା ଗଛ — The Champaka tree
  • ସଂ. ବି (ଭୃଙ୍ଗ+ମୁହ, ଧାତୁ+କର୍ତ୍ତୃ; ଇନ୍; 1 ମା. 1 ବ — କନକଚମ୍ପା (ହି.ଶ) (ଦେଖ) — Kanakachampā (See)