ଭୃଗୁପତି Bhṛugupati

  • ସଂ. ବି ( 6 ଷ୍ଠୀ ତତ୍; ଭୃଗୁ=ଭୃଗୁ ବଂଶ+ପତି=ଶ୍ରେଷ୍ଠ ବୀର) — ଭାର୍ଗବ; ପର୍ଶୁରାମ (ବିଷ୍ଣୁଙ୍କ ଅବତାର) — Paraṡurāma, an incarnation of Bishṇu