ଭୂୟୋଦର୍ଶନ Bhūyodarṣana

  • ସଂ. ବି (କର୍ମଧା; ଭୂୟଃ+ଦର୍ଶନ) — ପର୍ଯ୍ୟବେକ୍ଷଣ — Observation
  • ସଂ. ବି (କର୍ମଧା; ଭୂୟଃ+ଦର୍ଶନ) — ନିରିଖି କରି ଦେଖିବା — Looking attentively at a thing