ଭୂସ୍ୱର୍ଗ Bhū swarga

  • ସଂ. ବି ( 7 ମୀ ତତ୍; ଭୂ+ସ୍ୱର୍ଗ; ପୌରାଣିକ) — ସୁମେରୁ ପର୍ବତ — The Sumeru mountain
  • ଦେ. ବି ପୃଥିବୀରେ ଥିବା ସ୍ୱର୍ଗପରି ସୁଖମୟ ସ୍ଥାନ — A delightful place like paradise on earth