ଭୂର୍ଜ୍ଜ ପତ୍ର Bhūrjja patra

  • ସଂ. ବି ( 6 ଷ୍ଠୀ ତତ୍; ଭୂର୍ଜ୍ଜ+ପତ୍ର) — ଭୂର୍ଜ୍ଜ ଗଛର ବକଳ; ଭୋଜ ପତ୍ର — The bark of the Birch tree (used like paper)
  • ସଂ. ବି ( 6 ଷ୍ଠୀ ତତ୍; ଭୂର୍ଜ୍ଜ+ପତ୍ର) — [ଦ୍ର—ପୂର୍ବେ ଯେଉଁ ପରି ହିନ୍ଦୁମାନେ ଭୂର୍ଜ୍ଜପତ୍ରରେ ଲେଖୁଥିଲେ ଇଉରୋପର ଲୋକେ ମଧ୍ୟ — Papyrus(ପାପୀରସ୍) ନାମକ ଗଛର ଛାଲଦ୍ୱାରା କାଗଜ କାମ ଚଳାଉଥିଲେ ଓ ଏହି ଗଛର ନାମରୁ କାଗଜର ଇଂଗ୍ରାଜୀ ପ୍ରତିଶବ୍ଦPaper(ପେପର୍) ଉଦ୍ଭୃତ ହୋଇଅଛି]