ଭୂରୁ ଭଙ୍ଗୀ Bhūru bhaṇṇgī

  • ଦେ. ବି (ପଦ୍ଯ) — ଭ୍ରୃଭଙ୍ଗି (ଦେଖ) — Bhrūbhaṅgi (See)
  • ଦେ. ବି (ପଦ୍ଯ) — (ଉ—ନୀଳ ତରଙ୍ଗେ ଭୂରୁଭଙ୍ଗୀ ଚଞ୍ଚଳ। ରାଧାନାଥ. ମେଘଦୂତ।)