ଭୂରିଶ୍ରବାଃ Bhūri ṡrabāḥ

  • ସଂ. ବି (ଭୂରି ଶ୍ରବସ୍; 1 ମା. 1 ବ) — ଚନ୍ଦ୍ରବଂଶୀୟ ରାଜା ସୋମଦତ୍ତଙ୍କ ପୁତ୍ର — A prince of the Lunar Dynasty, killed by Arjuna
  • ସଂ. ବି (ଭୂରି ଶ୍ରବସ୍; 1 ମା. 1 ବ) — [ଦ୍ର— ଏ ମହାଭାରତ ଯୁଦ୍ଧରେ କୌରବ ପକ୍ଷରେ ଯୁଦ୍ଧ କରି ଶେଷରେ ଅର୍ଜୁନଙ୍କ ଦ୍ୱାରା ନିହତ ହୋଇଥିଲେ।]