ଭୂମିଲୋକ Bhūmiloka

  • ଦେ. ବି — ମର୍ତ୍ତ୍ୟର ଲୋକଗଣ — The people of the terrestrial regions
  • ଦେ. ବି — (ଉ—ଆମ୍ଭ ତୁଲେ କୁଶଳେ ଛନ୍ତି ଭୂମିଲୋକ। କୃଷ୍ଣସିଂହ. ମହାଭାରତ. ବନପର୍ବ।)